ମରଣଯନ୍ତା ପାଲଟିଛି ନଦୀବନ୍ଧ

ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩ ବଳୀମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ ଭୟଭୀତ କରିଦେଇଛି | ହେଲେ ବୁଢା ନଦୀର ଆରମ୍ଭ ସ୍ଥଳୀ ମାଳଆନନ୍ଦପୁର ଠାରୁ ସିଂହପୁର ପର୍ଯ୍ୟନ୍ତ ନଦୀବନ୍ଧ ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିଲା | ମାଳଆନନ୍ଦପୁର ଠାରୁ ବୁଢାଘାଟ ପର୍ଯ୍ୟନ୍ତ … Continue reading ମରଣଯନ୍ତା ପାଲଟିଛି ନଦୀବନ୍ଧ